Ganesha Mangalashtakam
Ganesha Mangalashtakam
ଗଣେଶ ମଙ୍ଗଲାଷ୍ଟକମ୍
ଶ୍ଲୋକ 1
ଗଜାନନାଯ ଗାଙ୍ଗେଯସହଜାଯ ସଦାତ୍ମନେ ।
ଗୌରୀପ୍ରିଯ ତନୂଜାଯ ଗଣେଶାଯାସ୍ତୁ ମଙ୍ଗଲମ୍
ଶ୍ଲୋକ 2
ନାଗଯଜ୍ଞୋପଵୀତାଯ ନତଵିଘ୍ନଵିନାଶିନେ ।
ନନ୍ଦ୍ଯାଦି ଗଣନାଥାଯ ନାଯକାଯାସ୍ତୁ ମଙ୍ଗଲମ୍
॥ 1 ॥
ଶ୍ଲୋକ 3
ଇଭଵକ୍ତ୍ରାଯ ଚେନ୍ଦ୍ରାଦି ଵନ୍ଦିତାଯ ଚିଦାତ୍ମନେ ।
ଈଶାନପ୍ରେମପାତ୍ରାଯ ନାଯକାଯାସ୍ତୁ ମଙ୍ଗଲମ୍
॥ 2 ॥
ଶ୍ଲୋକ 4
ସୁମୁଖାଯ ସୁଶୁଣ୍ଡାଗ୍ରାତ୍-କ୍ଷିପ୍ତାମୃତଘଟାଯ ଚ ।
ସୁରବୃନ୍ଦ ନିଷେଵ୍ଯାଯ ଚେଷ୍ଟଦାଯାସ୍ତୁ ମଙ୍ଗଲମ୍
॥ 3 ॥
ଶ୍ଲୋକ 5
ଚତୁର୍ଭୁଜାଯ ଚନ୍ଦ୍ରାର୍ଧଵିଲସନ୍ମସ୍ତକାଯ ଚ ।
ଚରଣାଵନତାନନ୍ତତାରଣାଯାସ୍ତୁ ମଙ୍ଗଲମ୍
॥ 4 ॥
ଶ୍ଲୋକ 6
ଵକ୍ରତୁଣ୍ଡାଯ ଵଟଵେ ଵନ୍ଯାଯ ଵରଦାଯ ଚ ।
ଵିରୂପାକ୍ଷ ସୁତାଯାସ୍ତୁ ମଙ୍ଗଲମ୍
॥ 5 ॥
ଶ୍ଲୋକ 7
ପ୍ରମୋଦମୋଦରୂପାଯ ସିଦ୍ଧିଵିଜ୍ଞାନରୂପିଣେ ।
ପ୍ରକୃଷ୍ଟା ପାପନାଶାଯ ଫଲଦାଯାସ୍ତୁ ମଙ୍ଗଲମ୍
॥ 6 ॥
ଶ୍ଲୋକ 8
ମଙ୍ଗଲଂ ଗଣନାଥାଯ ମଙ୍ଗଲଂ ହରସୂନନେ ।
ମଙ୍ଗଲଂ ଵିଘ୍ନରାଜାଯ ଵିଘହର୍ତ୍ରେସ୍ତୁ ମଙ୍ଗଲମ୍
॥ 7 ॥
ଶ୍ଲୋକ 9
ଶ୍ଲୋକାଷ୍ଟକମିଦଂ ପୁଣ୍ଯଂ ମଙ୍ଗଲପ୍ରଦ ମାଦରାତ୍ ।
ପଠିତଵ୍ଯଂ ପ୍ରଯତ୍ନେନ ସର୍ଵଵିଘ୍ନନିଵୃତ୍ତଯେ ॥
॥ ଇତି ଶ୍ରୀ ଗଣେଶ ମଙ୍ଗଲାଷ୍ଟକମ୍ ॥
